Sadbhava-78 Comedy Song

1 month ago
17

ସଦ ଭାବ ଦଳ ସବୁ ପୁରିର ଜେ ପିଲା,
ପିଲା ନୁହେ ବୁଢା ବୁଢି ପ୍ରବଳ ଚଗଲା
ପୁଅ ମାନେ ସବୁ ଟୋକା ହେଇ ଥିଲେ
ଝିଅ ମାନେ ଥିଲେ ଟୋକି
ଦିନ ଚାଲିଗଲା ବୟସ ବଢିଲା
ହେଲେ ଜେ ଅଂକଲ ଆନ୍ଟି

ପୁରି ର ସେ ଟୋକା ଟୋକି ଆସିଗଲେ ମାଡି,
ହାଇସ୍କୁଲ ଦିନକଥା ମନେ ଗଲା ପଡ଼ି
ଉଣି ସହ ଅଠସ୍ତରି ହିରୋ ହିରୋଇନ,
ଏବେ କଲେ WhatsApp ରେ କାହାଣି ନୁତନ

ସାଠିଏ ପୁରିଲା ସବୁ ବାଳ ପାଚିଗଲା
ବୁଢା ବୁଢି ହେଲେ ସବୁ
ଅଜା ଆଇ ହେଲେ ନାତୁଣି ଦେଖିଲେ
କାଲି କଥା ଭାବୁ ଭାବୁ

ପୁଅ ଝିଅ ସବୁ ହେଲେ ଏକ ଦଳ,
ମିତ୍ର ରେ ଗଢିଲେ ଅମୂଳ୍ୟ ମହଲ।
ହାଇସ୍କୁଲ ଦିନ କଥା ମନରେ ସଜାଇ
ସଦ୍ଭାବ ନାମେ ଲେଖିଲେ ଇତିହାସ

ବଡ ଦାଣ୍ଡ ଧୁଳି ବାଲି ସାଗର ର ତଟ,
ସେଇ ସ୍ମୃତି ଆଜି ଆମ ମଧୁର ଚିନ୍ତନ।
ସଦ ଭାବ ହେଉ ଆମ ମାନ ଅଭିମାନ,
ହ୍ରୁଦୟରେ ଗୁଞ୍ଜି ଉଠୁ ଏହି ସୁର ଗାନ।

Loading comments...