Premium Only Content
This video is only available to Rumble Premium subscribers. Subscribe to
enjoy exclusive content and ad-free viewing.
Dukha nasana he || ଦୁଃଖ ନାଶନ ହେ ସୁଖ ନ ପାଇଲି ଦିନେ || ଶ୍ରୀ ଜଗନ୍ନାଥ ଭଜନ by Umakant Mishra
26 days ago
4
Lyrics of the song in Odia:
ଦୁଃଖ ନାଶନ ହେ ସୁଖ ନ ପାଇଲି ଦିନେ
ବେଳକୁ ବେଳ ତ ପ୍ରବଳ ହେଲାଣି ବିଜୁଳି ଜେସନେ ଘନେ
ଦୁଃଖ ନାଶନ ହେ ସୁଖ ନ ପାଇଲି ଦିନେ
ଅନାଥ ର ନାଥ ନିଳଗିରି ନାଥ, ଜଗନ୍ନାଥ ଲକ୍ଷ୍ମୀ ସାଇଁ
ଅରକ୍ଷିତ କୁ ତ ରଖି ଦେଉନାହ ଭବ ଜଳରେ ଭସାଇ
ଦୁଃଖ ନାଶନ ହେ ସୁଖ ନ ପାଇଲି ଦିନେ
ଆହେ ହରି ମୁହିଁ ସହି ନପାରଇ ଅନ୍ତରବେଦନା ମାନ
ଯେଣୁକରି ତୁମ୍ଭେ ଦୟା ହେ ନକର ପ୍ରଭୁ ଆତଙ୍କ ନାଶନ
ଦୁଃଖ ନାଶନ ହେ ସୁଖ ନ ପାଇଲି ଦିନେ
ଏଡେ ନିଷ୍ଠୁର ତ ହେଲ ମହାପ୍ରଭୁ ଦୁଃଖୀ ଜନ ହୀନ ଠାରେ
ଦୀନ ଜନ ମାନେ ଗୁହାରି କରନ୍ତି, ନଶୁଣୁଛ ତୁମ୍ଭେ ବାରେ
ଦୁଃଖ ନାଶନ ହେ ସୁଖ ନ ପାଇଲି ଦିନେ
ପୋଡୁ ମୋ ଅଦୃଷ୍ଟ ଅନ୍ନବସ୍ତ୍ର କଷ୍ଟ ଏତେବଡ ପ୍ରଭୁ ଥାଉ
ବନମାଳୀ ବୋଲେ ଚଞ୍ଚଳ ମନମୋ ପଦ୍ମପାଦେ ତୁମ୍ଭ ରହୁ
ଦୁଃଖ ନାଶନ ହେ ସୁଖ ନ ପାଇଲି ଦିନେ
Singer in the video- Umakant Mishra ଉମାକାନ୍ତ ମିଶ୍ର
Loading comments...
-
LIVE
Barry Cunningham
1 hour agoBREAKING NEWS: PRESIDENT TRUMP RE-OPENS THE UNITED STATES GOVERNMENT!
1,325 watching -
DVR
The White House
1 hour agoPresident Trump Signs Senate Amendment to H.R. 5371
8528 -
LIVE
Drew Hernandez
18 hours agoNEW EPSTEIN EMAIL DROP FULLY POLITICIZED
742 watching -
1:44:01
Tucker Carlson
1 hour agoTucker Carlson on the Israel First Meltdown and the Future of the America First Movement
18 -
LIVE
Alex Zedra
1 hour agoLIVE! Phasmaphobia New Map!
163 watching -
LIVE
Laura Loomer
2 hours agoEP155: Jihad Makes Its Move On The White House
671 watching -
2:18:47
TheSaltyCracker
2 hours agoDem's Epstein Drop Backfires ReeEEStream 11-12-25
45K134 -
17:08
Demons Row
3 hours ago $1.14 earnedMost Dangerous Motorcycle Clubs That Ever Existed 💀🔥
3.73K -
12:51
The Gun Collective
4 hours agoWOW! -- LOTS of new GUNS just came out!
2736 -
LIVE
I_Came_With_Fire_Podcast
11 hours agoWhat IS America First | Al Qaeda in the White House | China's Spy Highway
105 watching