ଶିଵ ତାଣ୍ଡଵ ସ୍ତୋତ୍ରମ୍ || Shiv Tandav Stotram with Odia Lyrics (Vocal Style-4) || (dute)

1 month ago
4

Singer- Umakant Mishra
Shiva Tandav Stotram ଶ୍ରୀ ରାଵଣ କୃତମ୍ ଶିଵ ତାଣ୍ଡଵ ସ୍ତୋତ୍ରମ୍, This hymn/stotram was written by the Demon King Ravana, Ravana was son of Vishrava Rishi and a descendant of God Brahma. Ravana was very learned and a great devotee of God Shiva. शिव तांडव स्तोत्र का पाठ करने से जीवन में आ रही सभी समस्याएं दूर हो जाती है। Singer- Umakant Mishra,
ଜଟାଟଵୀଗଲଜ୍ଜଲପ୍ରଵାହପାଵିତସ୍ଥଲେ
ଗଲେଽଵଲମ୍ବ୍ୟ ଲମ୍ବିତାଂ ଭୁଜଙ୍ଗତୁଙ୍ଗମାଲିକାମ୍ ।
ଡମଡ୍ଡମଡ୍ଡମଡ୍ଡମନ୍ନିନାଦଵଡ୍ଡମର୍ଵୟଂ
ଚକାର ଚଣ୍ଡତାଣ୍ଡଵଂ ତନୋତୁ ନଃ ଶିଵଃ ଶିଵମ୍ ॥୧॥
ଜଟାକଟାହସମ୍ଭ୍ରମଭ୍ରମନ୍ନିଲିମ୍ପନିର୍ଝରୀ
ଵିଲୋଲଵୀଚିଵଲ୍ଲରୀଵିରାଜମାନମୂର୍ଧନି ।
ଧଗଦ୍ଧଗଦ୍ଧଗଜ୍ଜ୍ଵଲଲ୍ଲଲାଟପଟ୍ଟପାଵକେ
କିଶୋରଚନ୍ଦ୍ରଶେଖରେ ରତିଃ ପ୍ରତିକ୍ଷଣଂ ମମ ॥୨॥

Loading 1 comment...