ଲିଙ୍ଗାଷ୍ଟକମ୍ || Lingashtakam (Vocal Style-4) with odia Lyrics || ଶିବ ସ୍ତୋତ୍ରମ୍ || Shiva Stotram

4 months ago
2

I have tried to sing Lingastakam in different Styles. Each vocal style has its own charm. This is Style-4. ଲିଙ୍ଗାଷ୍ଟକମ୍ ଭଗବାନ ଶିବଙ୍କୁ ସମର୍ପିତ ଏକ ଶକ୍ତିଶାଳୀ ସ୍ତୋତ୍ର ଅଟେ। ଆଶା କରୁଛି ଆପଣଙ୍କୁ ଏହି ପ୍ରସ୍ତୁତି ପସନ୍ଦ ଆସିବ। 🙏
Singer- Umakant Mishra
#ଲିଙ୍ଗାଷ୍ଟକମ୍ #ଶିବ #ଭକ୍ତି
ବ୍ରହ୍ମମୁରାରି ସୁରାର୍ଚିତ ଲିଙ୍ଗଂ
ନିର୍ମଳଭାସିତ ଶୋଭିତ ଲିଙ୍ଗମ୍ ।
ଜନ୍ମଜ ଦୁଃଖ ବିନାଶକ ଲିଙ୍ଗଂ
ତତ୍ପ୍ରଣମାମି ସଦାଶିବ ଲିଙ୍ଗମ୍ ॥

Loading comments...