PARITRANA KARI || ପରିତ୍ରାଣ କାରୀ || STUDIO VERSION || NEW ODIA WORSHIP SONG || NIBEJIT PARICHHA

7 months ago
75

SONG CREDITS :

* Song : ପରିତ୍ରାଣ କାରୀ

* Christian Album : Hallelujah

* SINGER : Nibejit Parichha

* LYRICS : Jeebit Pani

* Tune : Nibejit Parichha

* Music Arrangement : Bapi Samal

* Recording & Mixing : SB RECORD INN (Rayagada)

* Video Edited by : Jeebit Pani

* Music label : AB music

* WhatsApp : 8895583382

FULL LYRICS

ପରିତ୍ରାଣ କାରୀ ମୋହର
ପ୍ରଭୂ ଯୀଶୁ ସତ୍ୟ ଈଶ୍ୱର
ସ୍ମରଣ କରି ପ୍ରେମ ତୁମ୍ଭର
ଗାଇବି ପ୍ରଶଂସା ତୁମ୍ଭର
ହାଲ୍ଲିଲୁୟା (୪ଥର) -0-

ପ୍ରାଣ ଦେଇ ପ୍ରକାଶିଲ
ମହା ପ୍ରେମ ଯେ ତୁମ୍ଭର

ପରିତ୍ରାଣ ମୋତେ ଦେଲ
ଅନୁଗ୍ରହ ରେ ତୁମ୍ଭର

ପ୍ରାଣର ପ୍ରିୟ ଯୀଶୁ ମୋର
ମହିମା ସଦା ତୁମ୍ଭର -1-

ତୁମେ ମୋର ଜୀବନର
ପ୍ରତିପାଳକ ଈଶ୍ୱର

ଭୟ ନାହିଁ ଆଉ ମୋର
ସହବର୍ତ୍ତୀ ପ୍ରଭୂ ମୋର

ତୁମେ ମୋ ବଳ ତୁମେ ମୋ ଢାଲ
ଦୃଢ ଶଇଳ ମୋହର -2-

" Rimjhim & Nibejit Production House "ଙ୍କ ଦ୍ଵାରା ପ୍ରସ୍ତୁତ ଏହି Studio Version
ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like,comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||

#newodiachristiansong
#amitbadanayak
#amitpanichristiansong
#humanesagarchristiansong

!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Loading comments...