BHANGA HRUDAYA || ଭଙ୍ଗା ହୃଦୟ || STUDIO VERSION || ESMAEL PARICHA || NEW ODIA CHRISTIAN SONG 2020

7 months ago
57

FULL LYRICS

ଭଙ୍ଗା ହୃଦୟ ତୁଛ ନ କର
ସଦାପ୍ରଭୁ ପରମେଶ୍ୱର
ଶରଣ ନେଉଛି ଶ୍ରୀପାଦେ ତୁମ୍ଭର
ଶୁଣ ପ୍ରଭୂ ପ୍ରାର୍ଥନା ମୋର -୦-

ପଥିକ ସାଜିଛି ମୂଁ ଯେ ଅଜଣା ବାଟ ର
ସହାୟ ହୁଅ ହେ ପ୍ରଭୂ ଚଲା ପଥେ ମୋର
ଜୀବନ ପଥରେ ନିଅ ହେ ତୁମ୍ଭର
ହେ ପଥ ସତ୍ୟ ଇଶ୍ୱର -୧-

ଦୁଃଖ ରଜନୀ ମୋହର ହୋଇଛି ଗଭୀର
ତୁମ୍ଭ ବିନା ମୋ ଜୀବନ ଘୋର ଅନ୍ଧକାର
ତୁମରି ଅଲୋକେ ଆଲୋକିତ କର
ହେ ସତ୍ୟ ଜ୍ୟୋତି ଇଶ୍ୱର -୨-

SONG CREDITS :

* SONG : ଭଙ୍ଗା ହୃଦୟ

* Devotional Album : Hallelujah

* SINGER : Esmael Paricha

* LYRICS : Jeebit Pani

* Tune : Esmael Paricha

* MUSIC : Bapi Samal

* Music Arrangement : Bapi Samal

* Recording & Mixing :

* Production : Rimjhim & Nibejit Parichha Production

* Video making by : Jeebit Pani

* YouTube Channel : Amit Badanayak

* WhatsApp : 8895583382

" Esmael Paricha and Nibejit Parichha Production House "ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||

#bhangahrudaya
#newodiachristiansong
#amitbadanayak
#amitpanichristiansong
#humanesagarchristiansong

!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Loading comments...