Premium Only Content

KETE KALA RE MANA || କେତେ କାଳ ରେ ମନ || AMIT PANI || NEW ODIA CHRISTIAN SONG 2020 || AMIT BADANAYAK
Full Lyrics :
କେତେ କାଳ ରେ ମନ ପାପରେ ଥିବୁ
ମିଛ ମାୟା ଜଞ୍ଜାଳେ ପଡ଼ି ରହିବୁ
ନିଜ ଜୀବନକୁ କେବେ ସଜାଡ଼ିବୁ
ଯୀଶୁ ନିକଟକୁ କେବେ ତୁ ଫେରିବୁ
ବିଳାସ ବ୍ୟସନ ଚିତ୍ତବିନୋଦନ
ଆଉ କେତେ ଦିନ କରୁଥିବୁ.....
ନିଜ ଜୀବନକୁ କେବେ ସଜାଡ଼ିବୁ
ଯୀଶୁ ନିକଟକୁ କେବେ ତୁ ଫେରିବୁ =୦=
ଜଗତର ପଛେ କେତେ ହେବୁ ଧାବମାନ
ଭୋଗ ବିଳାସରେ କେତେ କାଟୁଥିବୁ ଦିନ
ଅନ୍ୟାୟ ଭାବରେ କେତେ ଅରଜିବୁ ଧନ
ମନ୍ଦ ଅଭିଳାଷେ କେତେ ଦେବୁ ତୋର ମନ...
ରଙ୍ଗ ରସ ସବୁ ଯଦି ନ ଛାଡ଼ିବୁ
ନରକ ଯନ୍ତ୍ରଣା ଦିନେ ତୁ ଭୋଗିବୁ...
ନିଜ ଜୀବନକୁ କେବେ ସଜାଡ଼ିବୁ
ଯୀଶୁ ନିକଟକୁ କେବେ ତୁ ଫେରିବୁ....=୧=
ଜଗତର ସୁଖ ସବୁ ଅଟେ ଦିଦିନିଆ
ତଥାପି ବୁଝୁନୁ କାହିଁ ହେଉ ଅମାନିଆ
ଫେରିଆ ଫେରିଆ ଧନ ଛାଡ଼ି ମୋହମାୟା
ଯୀଶୁଙ୍କୁ ଦେଇଯା ମନ ହେବେ ତୋର ସାହା...
ଯଦି ତୁ ଯୀଶୁଙ୍କୁ ହୃଦେ ସ୍ଥାନ ଦେବୁ
ଅନନ୍ତ ଜୀବନ ନିଶ୍ଚେ ତୁ ଲଭିବୁ....
ନିଜ ଜୀବନକୁ କେବେ ସଜାଡ଼ିବୁ
ଯୀଶୁ ନିକଟକୁ କେବେ ତୁ ଫେରିବୁ..=୨=
ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
(8895583382)
କଣ୍ଠଦାନ - ଅମିତ୍ ପାଣି (ସୁସମାଚାର ଗାୟକ)
SONG CREDITS :
* SONG : KETE KALA RE MANA (କେତେ କାଳ ରେ ମନ)
* SINGER : Amit Pani (Gospel Singer)
* LYRICS : Amit Badanayak
* MUSIC : Amit Badanayak (8895583382)
* Music Arrangement : Amit Badanayak & Chinu Limma
* Recording & Mixing : MRR STUDIO, CUTTACK
* Recordist : Saktiswar mohapatra
* Edited by : Amit Badanayak
* Music label : AB music
* WhatsApp : 8895583382
ରେ ମନ (Humane Sagar) Full HD Video
https://youtu.be/quUbDXftqRM
" Amit Badanayak " ଏବଂ AB music ଦ୍ଵାରା ପ୍ରସ୍ତୁତ ଏହି Studio Version ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||
#ketekalaremana
#newodiachristiansong
#amitbadanayak
#amitpanichristiansong
#humanesagarchristiansong
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
-
UPCOMING
The Shannon Joy Show
1 hour ago🔥🔥Trump’s AG Pam Bondi Exonerates Epstein’s Pedos While Persecuting HERO Doctor Kirk Moore!🔥🔥
137 -
12:51
Dr. Nick Zyrowski
1 day agoThe INCREDIBLE Benefits of Red Light Therapy
5371 -
2:20:07
Tucker Carlson
3 hours agoTucker and Saagar Enjeti on the Dangerous New Developments in Pam Bondi’s Epstein Cover-Up
93.6K76 -
1:01:44
VINCE
3 hours agoICE Agents Aren't Safe | Episode 80 - 07/08/25
160K145 -
1:50:43
Badlands Media
8 hours agoBadlands Daily - July 8, 2025
32.4K10 -
1:09:55
Dear America
4 hours agoIT’S ALL A COVER-UP!! Don’t Be FOOLED!! + LA Mayor Tries To STOP ICE Raids!!
104K125 -
LIVE
The Big Mig™
2 hours agoIran Bounty On Trump Grows To $30 Million
5,634 watching -
2:16:28
Matt Kohrs
11 hours agoTurnaround Tuesday 🚀🚀🚀 || Live Trading Options & Futures
40.8K1 -
2:59:34
Wendy Bell Radio
7 hours agoNothing To See Here
61.8K35 -
1:03:55
The Mike Schwartz Show
3 hours agoTHE MIKE SCHWARTZ SHOW with DR. MICHAEL J SCHWARTZ 07-08-2025
18.4K