KAMPIUTHE | କମ୍ପିଉଠେ | NEW ODIA CHRISTMAS SONG | STUDIO VERSION | AMIT PANI | AMIT BADANAYAK

11 months ago
76

KAMPIUTHE | କମ୍ପିଉଠେ | NEW ODIA CHRISTMAS SONG 2019 | STUDIO VERSION |AMIT PANI | AMIT BADANAYAK

FULL LYRICS :

କମ୍ପି ଉଠେ ଏ ଧରାଧାମ
ନେଲେ ବୋଲି ଯୀଶୁ ଜନମ
ଝୁମି ଉଠେ ଏ ତନୁ ପ୍ରାଣ
ନେଲେ ବୋଲି ଯୀଶୁ ଜନମ
ହସୁଛି ନୀଳ ଗଗନ
ନାଚୁଛି ଗିରି କାନନ
ଆନନ୍ଦିତ ଲାଗେ ଏ ମନ
ଉଲ୍ଲସିତ ହୁଏ ଏ ପ୍ରାଣ....=୦=

ସୃଷ୍ଟି କାଳାବଧି ଯାହାଙ୍କ ବିଷୟ
ଧର୍ମ ଶାସ୍ତ୍ରେ ଥିଲା ଲିଖିତ
ପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତ
କଲେ ତାହା ସଫଳିକୃତ
ପିତାଙ୍କ ଆଦେଶମାନ
ମାନିଲେ ଯୀଶୁ ରାଜନ
ଆନନ୍ଦିତ ଲାଗେ ଏ ମନ
ଉଲ୍ଲସିତ ହୁଏ ଏ ପ୍ରାଣ....=୦

ସରଗର ଦୂତ ହୋଇ ଉପସ୍ଥିତ
କହିଲେ ନ ହୁଅ ଭୟାର୍ତ୍ତ
ଅଦ୍ୱିତୀୟ ପୁତ୍ର ହୋଇଛନ୍ତି ଜାତ
ପାପ ତାପ କରିବେ ଧୌତ
ମାନବ ରୂପ ଧରିଣ
ଆସିଲେ ମର୍ତ୍ତ୍ୟ ଭୂବନ
ଆନନ୍ଦିତ ଲାଗେ ଏ ମନ
ଉଲ୍ଲସିତ ହୁଏ ଏ ପ୍ରାଣ....=୦

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
(8895583382)
କଣ୍ଠଦାନ - ଅମିତ୍ ପାଣି (ସୁସମାଚାର ଗାୟକ)

SONG CREDITS :

* SONG : କମ୍ପିଉଠେ ଏ ଧରା ଧାମ

* SINGER : Amit Pani

* LYRICS : Amit Badanayak

* MUSIC : Amit Badanayak (8895583382)

* Music Arrangement : Amit Badanayak & Chinu Limma

* Recording & Mixing : MRR STUDIO, CUTTACK

* Recordist : Saktiswar mohapatra

* Edited by : Amit Badanayak

* Music label : AB music

* WhatsApp : 8895583382

" Amit Badanayak " AB music ଦ୍ଵାରା ପ୍ରସ୍ତୁତ ବଡ଼ଦିନ ଉପରେ ବା ଯୀଶୁଙ୍କ ଜନ୍ମ ଦିନ ଉପଲକ୍ଷେ ଆଧାରିତ ଏହି STUDIO VERSION ଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||

#kampiuthe
#newodiachristmassong
#newodiachristiansong
#amitbadanayak
#amitpanichristiansong
#humanesagarchristiansong

!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Loading comments...