Odia Christian song||Odia Christian song 2022||ପ୍ରେମମୟ ଈଶ୍ୱର || Premamaya Ishwara||A series Official

5 months ago
116

[Note: Please plug in your headphones for an enhanced audio experience!]

Subscribe Now: https://www.youtube.com/c/AshokRaita

🔔 Get alerts when we release any new video. TURN ON THE BELL ICON on the channel! 🔔

ପ୍ରେମମୟ ଈଶ୍ୱର
Premamaya Ishwara
odia Christian song
new odia Christian song
odia Christian song 2022
new odia Christian song 2022
A new Odia Christian Devotional Song
Singer : Bro. Joys
Chorus : Bro. Sadhak, Priyanka & Julaina Rebeca
Lyrics : Bro. Kishore James
Producer : Ashok Raita
Recording : Rk Studio (BBSR)
Banner : A Series Official
#ashokraita

Original Song Credit
Malayalam Version.
https://youtu.be/qJyf0usZ2XQ
♪ Album : Eesow ♪ Song : Onnumillaymayil Ninnumenne ♪Singer : Kester ♪ Music : Nelson Peter ♪ Lyrics : Manoj Elavumkal ♪ Mixed & Mastered By : Renjith Rajan ♪ Studios : Freddy's Audio Garage -Kochi, Muzik Lounge -Chennai ♪ Producers : Jino Kunnumpurath, Shaiju K Jose ♪ Co-Producers: Jinto James & Jaimon Philip ♪ Banner : Zion Classics ♪ Feedback : +91 9447173373
Hindi Version.
https://youtu.be/wM-U2krQYlk
♪ Singer : Nakshathra Santhosh ♪ Song : MERE DUKHMAY SHOONYA JEEVA MAIN ♪ Hindi Lyrics : Sr. Jancy Maria CMC ♪ Original Lyrics : Manoj Elavumkal ♪ Music : Nelson Peter ♪ Keyboard Programmed & Arranged : Manu Ephrem ♪ Final Mix and Masterd by - Nikhil Kakkochan ♪ Woodwinds : Josy Alappuzha ♪ Tabla & Additional Percussions : Sunil Kumar ♪ Studios : K7,Audiogene,Kochi

♪ For the Karaoke : https://youtu.be/MXyAHh81qtg

Odia Version.
Traslation By Bro. Kishore James
Lyrics:-
song
ମୋର ଏ ଦୁଃଖମୟ ଶୂନ୍ୟ ଜୀବନେ ସେ
ହାତ ମୋର ଧରିଥାନ୍ତି ପ୍ରେମରେ,
ଦୁର୍ବଳତା ସବୁ ମୋର, ଦେଖିଲା ପରେ ବି
ଆବୋରି ନିଅନ୍ତି ନିଜ ବକ୍ଷରେ ---(2 ଥର)
ପ୍ରେମମୟ ସେ ଈଶ୍ୱରଙ୍କୁ, ଧନ୍ୟବାଦ କିପରି ଦେବି
ଭଙ୍ଗାଚୁନା ମୋ ଜୀବନକୁ ,ତାଙ୍କ ପାଦେ ଅରପିଦେବି---(2 ଥର )

1. ଦୁଖଃସଙ୍କଟ ସବୁ କାଲିର ଯେତେ, ଥିଲା
ତାଙ୍କ ପ୍ରେମ ମୁଁ ଜାଣି ନ ଥିଲି..(2ଥର )
ବକ୍ଷରେ ଆବୋରି ମୋତେ ସେ ନିଜର କରିବାକୁ...
ନିରନ୍ତର ଡାକନ୍ତି ମୁଁ ଜାଣି ନ ଥିଲି...(2 ଥର )
ନିସ୍ୱାର୍ଥ ସେ ଈଶ୍ୱର ପ୍ରେମ....
ପ୍ରେମମୟ ସେ ଈଶ୍ୱରଙ୍କୁ, ଧନ୍ୟବାଦ କିପରି ଦେବି
ଭଙ୍ଗାଚୁନା ମୋ ଜୀବନକୁ ,ତାଙ୍କ ପାଦେ ଅରପିଦେବି

2. ମନର ଅନେକ, ଦୁଃଖ ବେଦନାରେ ମୁଁ.
ଖୋଜି ନାହିଁ କେବେ ତୁମ ସାହାରା ପ୍ରଭୁ --(2ଥର )
ଭଙ୍ଗା ଅନ୍ତର ମୋ ନେଇ, ହେଲି ସାହାରା ହୀନ ମୁଁ
ଜୀବନ ଦାନ ତୁମରି ନେଇ ପ୍ରଭୁ....(2 ଥର)
ତୁମେ ହିଁ ଅଟ ମୋର ଆଶ୍ରୟ..
ମୋର ଏ ଦୁଃଖମୟ ଶୂନ୍ୟ ଜୀବନେ ସେ
ହାତ ମୋର ଧରିଥାନ୍ତି ପ୍ରେମରେ,
ଦୁର୍ବଳତା ସବୁ ମୋର ଦେଖିଲା ପରେ ବି
ଆବୋରି ନିଅନ୍ତି ନିଜ ବକ୍ଷରେ
ପ୍ରେମମୟ ସେ ଈଶ୍ୱରଙ୍କୁ, ଧନ୍ୟବାଦ କିପରି ଦେବି
ଭଙ୍ଗାଚୁନା ମୋ ଜୀବନକୁ ,ତାଙ୍କ ପାଦେ ଅରପିଦେବି..(2 ଥର )
ତାଙ୍କ ପାଦେ ଅରପିଦେବି....
Note:-
Praise The Lord To All
This Song Translated from Malayalam and Hindi Version to Odia , Translated By Bro. Kishore James .

#JinoKunnumpurath
#HindiChristianSong
#NewChristianSong #NewChristianDevotionalSong #NewHindiChristianDevotionaSong #ChristianDevotionalSongs

#ashokraita
#newworshipsong2021
#dilsemekarushukriya
#Christiansong2021
#NewHindichristiansong2022
#Odiachristiansong2022
#Christiansong
#Odiasong

Loading comments...